ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଅପମାନଜନକ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଅପମାନଜନକ   ବିଶେଷଣ

ଅର୍ଥ : ଅପମାନ କରିବା ଯୋଗ୍ୟ

ଉଦାହରଣ : ଅପମାନଜନକ କାର୍ଯ୍ୟ କରିବା କଣପାଇଁ ଆବଶ୍ୟକ!

ସମକକ୍ଷ : ତିରସ୍କରଣୀୟ


ଅନ୍ୟ ଭାଷାରେ ଅନୁବାଦ :

अपमान करने योग्य।

अपमान्य कृत्यों को करना क्यों आवश्यक है?
अपमानजनक, अपमान्य, तिरस्करणीय

(used of conduct or character) deserving or bringing disgrace or shame.

Man...has written one of his blackest records as a destroyer on the oceanic islands.
An ignominious retreat.
Inglorious defeat.
An opprobrious monument to human greed.
A shameful display of cowardice.
black, disgraceful, ignominious, inglorious, opprobrious, shameful

ଅର୍ଥ : ଅପମାନରେ ଭରା

ଉଦାହରଣ : ନିଜ ପୁଅ ମୁହଁରୁ ଅପମାନଜନକ କଥା ଶୁଣି ସେ ଘରୁ ବାହାରି ଗଲା


ଅନ୍ୟ ଭାଷାରେ ଅନୁବାଦ :

अपमान से युक्त या अपमान करने वाला।

पुत्र के मुख से अपमानजनक बातें सुनकर वे घर से निकल पड़े।
अपमानजनक

Characterized by physical or psychological maltreatment.

Abusive punishment.
Argued...that foster homes are abusive.
abusive